Jump to content

ଜରତ୍

ଉଇକିଅଭିଧାନ‌ରୁ

ଜରତ୍

ଉଚ୍ଚାରଣ

[ସମ୍ପାଦନା]
(ଜରତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [(ଜୃ ଧାତୁ+ଶତ୍ରୃ (ଅତ୍))]

[ସମ୍ପାଦନା]
୧. ଜରାଗ୍ରସ୍ତ; ଅତି ବୃଦ୍ଧ; ଜରାକୀର୍ଣ୍ଣ (ପୁରୁଷ ଓ ସ୍ତ୍ରୀ)—(ଏ ଶବ୍ଦ କେବଳ ସଂସ୍କୃତ ଭାଷାରେ ଚଳେ ମାତ୍ର ଏହାର ସ୍ତ୍ରୀଲିଙ୍ଗ ଜରତୀ ଶବ୍ଦ ଓଡ଼ିଆରେ ମଧ୍ୟ ଚଳେ) —୧. Very old; decrepit; worne out; decayed; disabled; infirm (said of male or female)
୨. ପୁରୁଣା; ପୁରାତନ —୨. Ancient; old.
୩. ପକ୍ୱ —୩. Ripe.