Jump to content

ଜରତ୍କାରୁ

ଉଇକିଅଭିଧାନ‌ରୁ

ଜରତ୍କାରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)—(ଜରତ୍=ଜରାଗ୍ରସ୍ତ; ଜୀର୍ଣ୍ଣ+କାରୁ= ଦାରୁଣ; ଯେ ଦାରୁଣ ତପସ୍ୟାଦ୍ୱାରା ଆପଣାର ଶରୀରକୁ ଜୀର୍ଣ୍ଣ କରିଥିଲେ)

[ସମ୍ପାଦନା]
୧. ସ୍ୱନାମଖ୍ୟାତ ଋଷିବିଶେଷ — ୧. Name of a famous saint.

[ଦ୍ରଷ୍ଟବ୍ୟ —ଏହାଙ୍କର ସ୍ତ୍ରୀ ବାସୁକିଙ୍କ ଭଗିନୀ ମନସା ଦେବୀ ଏହାଙ୍କ ସ୍ତ୍ରୀଙ୍କ ଉପରେ ଏ କ୍ରୁଦ୍ଧ ହୋଇ ତାଙ୍କୁ ଅନ୍ତଃସତ୍ୱା ଅବସ୍ଥାରେ ପରିତ୍ୟାଗ କରି ଚାଲି ଗଲେ ଆସ୍ତିକ ମୁନି ଏହାଙ୍କ ପୁତ୍ର ଏହି ଆସ୍ତିକ ତକ୍ଷକ ନାଗକୁ ଜନମେଜୟଙ୍କ ସର୍ପଯଜ୍ଞରୁ ରକ୍ଷା କରି ଥିଲେ ]

୨. ଜରତ୍କାରୁ ଋଷିଙ୍କ ପତ୍ନୀ; ମନସା ଦେବୀ (ହିନ୍ଦୀ - ଶବ୍ଦସାଗର) ୨. The wife of Sage Jaratkāru.