ଜରତ୍କାରୁପତ୍ନୀ
ମନସାଦେବୀ; ବାସୁକିଙ୍କ ଭଗିନୀ (ସିଝୁ ବା ନାଗଫେଣିଆକୁ ଏହାଙ୍କ ପ୍ରତିନିଧିରୂପେ ଲୋକେ ପୂଜା କରନ୍ତି) —The snake-Goddess Manasā (represented by a cactus plant planted in the precincts of a Hindu's house.)