ଜରଦ୍ଗବ
ଦେଖଣା
ଜରଦ୍ଗବ
ଉଚ୍ଚାରଣ
[ସମ୍ପାଦନା](ଜରଦ୍ଗବ—ସ୍ତ୍ରୀ)
(ଜରଦ୍ଗବ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମଧାରୟ; ଜରତ୍=ବୃଦ୍ଧ+ଗୋ)
[ସମ୍ପାଦନା]- ୧. ବୁଢ଼ା ବା ହଡ଼ା ଷଣ୍ଡ —୧. An old bull.
- ୨. (ଲକ୍ଷଣାର୍ଥ) ଅତି ବୁଢ଼ା ଓ ନିକମ୍ମା ମନୁଷ୍ୟ — ୨. (figurative) An old and decreipt man.
- ୩. (ନାମ) (ବହୁବ୍ରୀହି; ଜରତ୍=ଜୀର୍ଣ୍ଣ+ଗୋ=ଇନ୍ଦ୍ରୀୟ ଯାହାର)—ହିତୋପଦେଶବର୍ଣ୍ଣିତ ବୃଦ୍ଧ ଗୃଧ୍ର —୩. Name of an old vulture whose story is told in the Hitopadeṡa.
- ୪. (ବୃହତ୍ ସଂହିତା) ବିଶାଖା, ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଯୁକ୍ତ ଚନ୍ଦ୍ରମାଙ୍କ ବୀଥୀ —୪. The moons path through the ୧୬th, ୧୭th And ୧୮th asterisms.