Jump to content

ଜରନାଶନ

ଉଇକିଅଭିଧାନ‌ରୁ

ଜରନାଶନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱର+ନାଶନ)

[ସମ୍ପାଦନା]

ଉଚ୍ଚ ବୃକ୍ଷବିଶେଷ — Eucalyptus; Acacia Auricaulae Formis (Haines).

[ ଦ୍ର—ଏହାର ପତ୍ର ଲେମ୍ୱୁ ପତ୍ର ପରି ବାସେ ଏହା ଅଷ୍ଟ୍ରେଲିଆ ଓ ଗ୍ରୀନ୍ଲାଣ୍ଡରୁ ଆସି ଭାରତର କ୍ଷେତ କିଆରି ଓ ବଗିଚାରେ ଲଗା ହୋଇଛି ଫୁଲ ଗୁଡ଼ିକ ଛୋଟ ଏବଂ ଫୁଲର ପାଖୁଡ଼ା ଧଳା ଓ ଟାଣୁଆଁ ଏ ପତ୍ରରୁ ଯେଉଁ ତେଲ ବାହାରେ ତାହା ଜ୍ୱର ଓ ସଂକ୍ରାମକ ରୋଗର ବିଷନିବାରକ ଏ ଗଛରୁ ଝୁଣା ପରି ଏକ ପ୍ରକାର ନିର୍ଯ୍ୟାସ ବହେ ]