ଜରବାଉଳା
ଦେଖଣା
ଜରବାଉଳା
ଉଚ୍ଚାରଣ
[ସମ୍ପାଦନା](ଜରବାଉଳୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱର+ବାତୁଳ)
[ସମ୍ପାଦନା]- ୧. ପ୍ରବଳ ଜ୍ୱର ଜନିତ ପ୍ରଳାପ ବା ବାଉଳିଚାଉଳି ଅବସ୍ଥା — ୧. Delirium appearing during high fever.
- ୨. ଜ୍ୱରଜନିତ ବାତୁଳତା ବା ସ୍ମରଣଶକ୍ତିର ହ୍ରାସ — ୨. Forgetfulness or loss of memory during a fit of high fever.
(ଯଥା—ଜରବାଉଳାରେ ତାଟିଆ କାମୁଡ଼ିବା ନ୍ୟାୟ)
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଜ୍ୱର ହେତୁ ଯେ ବାଉଳ ଚାଉଳ ହୁଏ —Delirious owing to an attack of high fever.