Jump to content

ଜରାଗ୍ରସ୍ତ

ଉଇକିଅଭିଧାନ‌ରୁ

ଜରାଗ୍ରସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୃତୀୟା ତତ୍; ଜରା+ଗ୍ରସ୍ତ)

[ସମ୍ପାଦନା]

ବାର୍ଦ୍ଧକ୍ୟ— ପ୍ରପୀଡ଼ିତ —Stricken by years; seized with old age or infirmity.