ଜରାୟୂଜ
ଦେଖଣା
ଜରାୟୂଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜରାୟୂ+ଜନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେଉଁ ଜୀବମାନେ ମାତୃଗର୍ଭସ୍ଥ ଜାରାୟୂ ମଧ୍ୟ ଦେଇ ଜନ୍ମଗ୍ରହଣ କରନ୍ତି —Born from the womb; viviparous.
[ଦ୍ରଷ୍ଟବ୍ୟ —ଜନ୍ମ ପ୍ରଣାଳୀଭେଦରେ ପ୍ରାଣୀମାନେ ଜରାୟୂଜ, ସ୍ୱେଦଜ ଓ ଅଣ୍ଡଜ ବୋଲୀ ଯାନ୍ତି ମନୁଷ୍ୟ ପଶୁ ଆଦି ଜରାୟୂଜ, କୀଟ ଆଦି ସ୍ୱେଦଜ ଓ ପକ୍ଷୀ ଆଦି ଅଣ୍ଡଜ, ମାତ୍ର ବାଦୁଡ଼ି ଜରାୟୂଜ ଶ୍ରୋଣୀର ଅନ୍ତର୍ଗତ]