ଜରା ଶବର
ଦେଖଣା
ଜରା ଶବର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭାଗବତୋକ୍ତ ବ୍ୟାଧର ନାମ — Name of a hunter mentioned in the Bhāgabata.
[ ଦ୍ର—ଏହାର ବାଣ ଶ୍ରୀକୃଷ୍ନଙ୍କ ପାଦରେ ବାଜିବାରୁ ଶ୍ରୀକୃଷ୍ନ ମର ଦେହ ତ୍ୟାଗ କଲେ ଶ୍ରୀକୃଷ୍ନ ଅରଣ୍ୟରେ ଏକ ଆଣ୍ଠୁ ଉପରେ ଅନ୍ୟ ଗୋଡ଼ର ପାଦକୁ ରଖି ନିଦ୍ରା ଯାଇଥିଲେ ଶ୍ରୀକୃଷ୍ନଙ୍କର ଟେକା ହୋଇଥିବା ପାଦାଗ୍ରକୁ ଜରା ମୃଗର ବର୍ଣ୍ଣ ଭ୍ରମ କରି ଶର ମାରିଥିଲା ]