Jump to content

ଜରିବ୍ ଭଉରିଆ

ଉଇକିଅଭିଧାନ‌ରୁ

ଜରିବ୍ ଭଉରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚେନ୍ଦ୍ୱାରା ମାପ କରାଯାଇଥିବା ପ୍ରତ୍ୟେକ କ୍ଷେତ୍ରର ବିବରଣ (ଯଥା—ଦୀର୍ଘ, ପ୍ରତି, ଦିଗ, ଅବସ୍ଥିତି ଓ କ୍ଷେତ୍ରଫଳ) ଯେଉଁ କାଗଜରେ ଲେଖାଥାଏ; ମଡ଼ାଣ ଭଉଁରିଆ —Field-book of cadastral survey.