ଜରିମାନା କରିବା
ଦେଖଣା
ଜରିମାନା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜରିମାନା କରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅର୍ଥ ଦଣ୍ଡରେ ଦଣ୍ଡିତ କରିବା; ତଣ୍ଡିବା — To mulct; to impose a fine; to pass a sentence of fine.
ରହିଥାଅ ଟାକି, କରି ଜରିମାନା ଧନେ ପୂରୀଇ ବା ଲାଗି ମାଲଖାନା—ରାଧାନାଥ. ବରଦାର