ଜରୋଲ୍
ଏକ ପ୍ରକାର ଜଙ୍ଗଲୀ ଗଛ — Jarrole tree (a wild tree)
[ଦ୍ରଷ୍ଟବ୍ୟ —ଏବାର କାଠ ଖୁବ ମଜଭୂତ୍ ଏ କାଠରେ କଡି, ଖୁଣ୍ଡ, ଗାଡ଼ିର ଚକ ଆଦି ହୁଏ ଏ ଗଛ ସିଲହଟ, କଛାଡ, ଚଟଗ୍ରାମ ଓ ଉତ୍ତର ନିଳଗୀରୀରେ ହୁଏ]