ଜର୍କସି
ଜରିକାମ; ଜରି ବୁଣା ହୋଇଥିବା କାରୁକାର୍ଯ୍ୟ —Lace-work.
ଯେଉଁ ଲୁଗା ଆଦି ଉପରେ ଜରିର କାରୁକାର୍ଯ୍ୟ କରା ଯାଇ ଥାଏ —(cloth) Wrought with lace.