ଜର୍ଜର
ଦେଖଣା
ଜର୍ଜର
ଉଚ୍ଚାରଣ
[ସମ୍ପାଦନା]ଜର୍ଜ୍ଜର—ଅନ୍ୟରୁପ
ସଂସ୍କୃତ - ବିଶେଷଣ - (ଜୃ ଧାତୁ+କର୍ତୃ.ଅ; ନିପାତନ, ଦ୍ୱିତ୍ୱ)
[ସମ୍ପାଦନା]- ୧. ଅଭିଭୂତ; ଆକ୍ରାନ୍ତ — ୧. Attacked; overwhelmed.
- ୨. ଜରଜର; ସର୍ବାଶଂରେ ବ୍ୟାପ୍ତ — ୨. Suffused; spread over the whole.
- ୩. ବିଶୀର୍ଣ୍ଣ —୩. Debilitated.
- ୪. ବନିଷ୍ଟ; କ୍ଷୟପ୍ରାପ୍ତ; ଜୀର୍ଣ୍ଣ; ଫଟା; ଖଣ୍ଡିତ — ୪. Decayed; cracked; worne out; tattered; torne.
- ୫. ଚୂର୍ଣ୍ଣିତ —୫. Shattered ; powdered.
- ୬. ଶିଥିଳ; ଶଥ —୪. Relaxed ; slackened.
- ୭. ବୁଢ଼ା; ଜରାଗ୍ରସ୍ତ —୭. Decrepit; very old.
- ୮. ପୂର୍ଣ୍ଣରୂପେ ପକ୍ୱ (ପତ୍ର) —୮. Very ripe (leaf).
ଜର୍ଜର ତମାଳ ଦଖ ପରି ଝଡି ପଡ଼ି ଗୋ କବିସୂର୍ଯ୍ୟ. ଲତାକର ଚମ୍ପୁ.ଜ. ଗୀତ
ବିଶେଷ୍ୟ -
[ସମ୍ପାଦନା]- ୧. ଶୈଳାଜ; ଶିଳାଜକୁ — ୧. Bitumen; benzion.
- ୨. ଇନ୍ଦ୍ରଧ୍ୱଜ —୨. A flag consecrated to Indra.
- ୩. ଗୈରକ; ଗେରୁ —୩. Red ochre.