ଜର ଖଇ ଫୁଟିବା
(ଜରରେ ଖଇଫୁଟିବା; ଦିହରେ ଖଇଫୁଟିବା—ଅନ୍ୟରୂପ)
ରୋଗୀର ଶରୀରରେ ଜ୍ୱରର ତାପ ଅତ୍ୟଧିକ ହେବା —Having a high temperature during fever.