Jump to content

ଜଲ୍‌ବା

ଉଇକିଅଭିଧାନ‌ରୁ

ଜଲ୍‌ବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - (ସଂସ୍କୃତ - ଜ୍ୱଳ ଧାତୁ)

[ସମ୍ପାଦନା]
୧. ଜଳିବା — ୧. To burn.
୨. ପୋଡ଼ାଜଳା କରିବା; (ହସ୍ତ ପଦାଦି) ଦାହଯନ୍ତ୍ରଣା ଅନୁଭବ କରିବା — ୨. To have a burning sensation.