ଜଳକର
ଦେଖଣା
ଜଳକର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜଳ+କର=ଶୁଳ୍କ; ସଂସ୍କୃତ - ଶବ୍ଦ କିନ୍ତୁ ଆଧୁନିକ ପ୍ରପ୍ରୟୋଗ)
[ସମ୍ପାଦନା]- ୧. କ୍ଷେତ୍ରରେ ଜଳ ମଡ଼ାଇବା ପାଇଁ ଜଳସ୍ୱାମୀକୁ କ୍ଷେତ୍ରସ୍ୱାମି ଯେଉଁ ଖଜଣା ଦିଏ — ୧. Rent paid by the owner of a field to the owner of water with which the field is irrigated; water-rate.
- ୨. ଜମିଦାରଙ୍କ ନଦୀ, ପୋଖରୀ, ଜୋଡ଼ ଇତ୍ୟାଦିର ଜଳକୁ ପ୍ରଜାମାନେ କ୍ଷେତରେ ମଡାଇବା ପାଇଁ ଜମିଦାରଙ୍କୁ ଦେବା କର; ଜଳସେଚନଦ୍ୱାରା ଜମିଦାରଙ୍କ ହେବା ଆୟ — ୨. Income derived from rivers, tanks etc. by the Zamindar.
- ୩. ସରକାରୀ ନାଳରୁ ପାଣି ମାଡ଼ିବା ଜମିର ମାଲିକଙ୍କଠାରୁ ସରକାର ଆଦାୟକରିବା କର —୩. Canal-revenue.
ସଂସ୍କୃତ - ବିଶେଷଣ - (ଜଲ+ କୃ ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]ଯହିଁରୁ ଜଳ ବାହାରେ —Producing water.