ଜଳକା
ଦେଖଣା
ଜଳକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜଳକା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଝଳ. ଧାତୁ)
[ସମ୍ପାଦନା]- ୧. ଦୃଷ୍ଟିଶକ୍ତି କମିଯିବା ରୋଗ —୧. Short-sightedness; dim sighted-ness
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେ ସ୍ପଷ୍ଟ ଦେଖିପାରେ ନାହିଁ ୧. Blear-eyed; blear-sighted; dim-sighted.
ଚମକେ ଜଳକା ପ୍ରାୟ ରାଜାଙ୍କ ସସ୍ମୁଖେ ଭଲ୍ ବା ବେଗେ ଆସି ରାଧାନାଥ. ମହାଯାତ୍ରା
- ୨. ଯେଉଁ ଦର୍ପଣରୁ ପ୍ରତିଫଳନ୍— ଶକ୍ତି କମି ଯାଇଅଛି — ୨. A looking glass which has lost its reflecting power.