ଜଳକେତୁ
ପଶ୍ଚିମାକାଶରେ ଦେଖାଯିବା ଏକପ୍ରକାର ପୁଚ୍ଛ— ଯୁକ୍ତ ତାରକା — A comet rising in the western sky.
[ଦ୍ରଷ୍ଟବ୍ୟ —ଏହାର ଶିଖା ପଶ୍ଚିମ ଆଡ଼କୁ ଥାଏ ଓ ମୂଳ ମୋଟ; ଏହା ଦେଖିବାକୁ ସ୍ୱଛ; ଫଳିତ ଜ୍ୟୋତିଷ ମତରେ ଏହା ଉଦୟ ହେଲେ ଦେଶରେ ୯ ମାସ ପର୍ଯ୍ୟନ୍ତ ସୁଭିକ୍ଷ ହୁଏ ହିନ୍ଦୀ - ଶବ୍ଦସାଗର]