Jump to content

ଜଳକ୍ରିୟା

ଉଇକିଅଭିଧାନ‌ରୁ

ଜଳକ୍ରିୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜଳସାଧ୍ୟ କ୍ରିୟା)

[ସମ୍ପାଦନା]

ପିତୃଗଣଙ୍କ ଉବ୍ଦେଶ୍ୟର କକସାଧ୍ୟ ତର୍ପଣ ରୂପ କାର୍ଯ୍ୟ; ଜଳତର୍ପଣ — Oblation of water to the manes.

ତାହାଙ୍କ ଜଳକ୍ରିୟା କରିବାକୁ ନୃପ, ମନ୍ତ୍ରୀଙ୍କ ରାଜ୍ୟ ଦେଇ କରିଗଲେ ତପ କୃଷ୍ଣସିଂହ. ମହାଭାରତ,ବନ