ଜଳଖିଆ
ଦେଖଣା
ଜଳଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଶୋଷ କଲେ ସାମାନ୍ୟ ଟିକିଏ ଲଘୁ ଖାଦ୍ୟ ଖାଇ ତା ଉପରେ ଜଳପାନ କରିବାର ବିଧିଥିବାରୁ)— ଶୁଷ୍କ ଲଘୁ ଖାଦ୍ୟ ବା ମିଷ୍ଟାନ୍ନ — Tiffen; lunch; light refreshment.
ରାମଚନ୍ଦ୍ର ଦେଖିଲେ ରାକ୍ଷସ କେତେଗୁଡ଼ାଏ ବାଘ,ହରିଣ, ହାତୀ ଆଗରେ ରଖି ଗୋଟା ଗୋଟା କରି ଜଳଖିଆ କରୁଚି ନିଳକଣ୍ଠ. ପିଲାଙ୍କ ରାମାୟଣ