Jump to content

ଜଳଗର୍ଭ

ଉଇକିଅଭିଧାନ‌ରୁ

ଜଳଗର୍ଭ

ଉଚ୍ଚାରଣ

[ସମ୍ପାଦନା]
(ଜଳଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଜଳ+ଗର୍ଭ)

[ସମ୍ପାଦନା]

ଜଳପୂର୍ଣ୍ଣ — Full of water;having water in it.

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବୁଦ୍ଧ ଦେବଙ୍କ ପ୍ରଧାନ ଶିଷ୍ୟ ଆନନ୍ଦଙ୍କର ପୂର୍ବଜନ୍ମର ନାମ —The name of the Buddha's chief disciple Ānanda in his previous existence.