Jump to content

ଜଳଘଟିକା

ଉଇକିଅଭିଧାନ‌ରୁ

ଜଳଘଟିକା

ଉଚ୍ଚାରଣ

[ସମ୍ପାଦନା]

(ଜଳଘଟୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜଳ+ଘଟିକା)

[ସମ୍ପାଦନା]

ଜଳଦ୍ୱାର ନିୟନ୍ତ୍ରିତ ସମୟଜ୍ଞାପକ ଯନ୍ତ୍ର — Water-clolck.

[ଦ୍ରଷ୍ଟବ୍ୟ —ଏ ଦେଶରେ ପୂର୍ବେ ଗୋଟିଏ ଛିଦ୍ର ଥିବା ପାତ୍ରକୁ ଜଳରେ ଭସାଇ ଦେଉଥିଲେ,ଛିଦ୍ରବାଟେ ପାଣି ପଶିପଶି କେତେକ କାଳ ପରେ ଉକ୍ତ ପାତ୍ର ବୁଡି ଯାଉଥିଲା ଉକ୍ତ ସମୟକୁ ଲକ୍ଷ୍ୟ କରି ପାତ୍ରରେ ଚିହ୍ନ ଦେଇ ଉକ୍ତ ଚିହ୍ନରୁ ଲୋକେ ସମୟ ଜାଣୁଥିଲେ ନିଉଟନ୍ ଯେଉଁ ଜଳଘଟିକା ପ୍ରଥମେ ନିର୍ମାଣ କରିଥିଲେ ତହିଁରେ ଶଙ୍କୁଦଣ୍ଡ ତଦୁପରିସ୍ଥ ଜଳପାତ୍ରରୁ ପଡ଼ୁଥିବା ଜଳବିନ୍ଦୁର ଆଘାତରେ ଚାଳିତ ହେଉଥିଲା]