ଜଳଙ୍ଗ
ଏକପ୍ରକାର କାତି ନଥିବା ସୁଖାଦ୍ୟ ବଡ଼ ମାଛ — A kind of big fish without scale.
[ଦ୍ରଷ୍ଟବ୍ୟ —ଏ ମାଛର ଆକାର ବାଳିଆମାଛ ପରି ଓ ଏହା ମଧୂର ପାଣିରେ ରହେ;ଲମ୍ୱରେ ଏହା ୧ ହାତ ପର୍ଯ୍ୟନ୍ତ ବଢ଼େ]
ମହାକାଳ ଲତା (ହିନ୍ଦୀ - ଶବ୍ଦସାଗର) Name of a creeper.