Jump to content

ଜଳଚିକିତ୍ସା

ଉଇକିଅଭିଧାନ‌ରୁ

ଜଳଚିକିତ୍ସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ) (୩ୟା ତତ୍; ଜଳ+ ଚିକିତ୍ସା)

[ସମ୍ପାଦନା]

ଭିନ୍ନ ଭିନ୍ନ ରୋଗଗ୍ରସ୍ତ ରୋଗୀକୁ ଜଳର ବିଭିନ୍ନ ବ୍ୟବହାରଦ୍ୱାରା ନୀରୋଗ କରିବାର ପ୍ରଣାଳୀ — Hydropathic treatment of diseases.

[ଦ୍ରଷ୍ଟବ୍ୟ —ପ୍ରକୃତ ପକ୍ଷେ ପଞ୍ଚମହାଭୂତ (ଅର୍ଥାତ୍, କ୍ଷିତି, ଅପ, ତେଜଃ, ମରୁତ୍, ବ୍ୟୋମ) ସାହାଯ୍ୟରେ ଏହି ଚିକିତ୍ସା କରାଯାଏ ଅର୍ଥାତ୍ ରୋଗୀ ପ୍ରତି ମାଟି, ପାଣି, ଖରା, ବାୟୁ ଓ ମେଲାରେ ବିଚରଣ କରିବା ଆଦି ପ୍ରୟୋଗ କରାଯାଏ; କିନ୍ତୁ ଏ ପ୍ରଣାଳୀରେ ଜଳର ବହୁଳ ବ୍ୟବହାର କରାଯାଉଥିବାରୁ ଏହାକୁ ଜଳଚିକିତ୍ସା ନାମ ଦିଆଯାଇ ଅଛି]