ଜଳଛବି
(ଜଳଛପା—ଅନ୍ୟରୂପ)
ଜଳ ସାହାଯ୍ୟରେ ଯେଉଁ ଚିତ୍ରକୁ ଖଣ୍ଡିଏ କାଗଜରୁ ଅନ୍ୟ କାଗଜ ଉପରକୁ ଉଠାଏ ନିଆଯାଏ — Transfer-pictures; pictures which can be transferred by applying water.