ଜଳଜଳିଆ
ଦେଖଣା
ଜଳଜଳିଆ
ଉଚ୍ଚାରଣ
[ସମ୍ପାଦନା](ଜଳଜଳେଈ—ସ୍ତ୍ରୀ)
(ଜଳଜଳୁଆ—ଅନ୍ୟରୂପ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଜଳକା (ଦେଖ) - — ୧. Jaḻakā (See)
- ୨. ଯେଉଁ ହାଣ୍ଡିରେ ଛିଦ୍ର ଥାଏ — ୨. Havein holes (said of an earthen pot)
- ୩. ପାଣ୍ଡୁ, ଶୋଥ, ଜର ଆଦି ଯୋଗୁଁ ଫୁଲୁକା ଦିଶୁଥିବା (ଆଖି, ମୁହଁ, ଗାଲ) —୩. (eyes, face, cheeks) Swollen through fever or dropsy.