ଜଳଜଳ ଚାହିଁବା
ଏକ ଦୃଷ୍ଟିରେ ଚାହିଁ ରହିବା; ଭକ ଭକ ହୋଇ ଚାହିଁ ରହିବା —To stare; to look on with vacant stare.
ଅତିଥୀ ତା ଖାଇ ମିହଁକୁ ଜଳଜଳ, ଚାହିଁଲେ ବୁଲାଇ ଜିଭକୁ ଦୁଇ କଡ କୃଷ୍ଣସିଂହ. ମହାଭାରତ. ଅଶ୍ୱମେଧ