ଜଳଡ଼ୁବି
ମନୁଷ୍ୟର ଆକସ୍ମିକ ଭାବରେ ଜଳରେ ମଗ୍ନ ହେଇ ମରିବା — Death by a drowing; a watery death.
x x ଆଉ ଚୋରି, ସାପକାମୁଡ଼ା, ଜଳଡ଼ୁବି ମାମଲା ପଡ଼ିଲେ ପୋରିସରେ ଏତଲାଇ ଖର୍ଚ୍ଚ ଟଙ୍କାଟିଏ ଫକୀରମୋହନ, ଛଅମାଣଆଠଗୁଣ୍ଠ