Jump to content

ଜଳତ୍ରାସ

ଉଇକିଅଭିଧାନ‌ରୁ

ଜଳତ୍ରାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୫ମୀ ତତ୍; ଜଳ+ତ୍ରାସ)

[ସମ୍ପାଦନା]
୧. ପାଣି ଦେଖିଲେ ଡରିବା — ୧. Terror at the sight of water,
୨. ଜଳତାଙ୍କ ରୋଗ —୨. Hydrophobia.

[ ଦ୍ର—ଏ ରୋଗଗ୍ରସ୍ତ ପ୍ରାଣୀ ପାଣି ଦେଖିଲେ ଡରେ]