Jump to content

ଜଳଦ

ଉଇକିଅଭିଧାନ‌ରୁ

ଜଳଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜଳ+ଦା ଧାତୁ+କର୍ତ୍ତୃ. ଅ; ଯାହା ସଂସାରକୁ ଜଳ ଦିଏ)

[ସମ୍ପାଦନା]
୧. ମେଘ —୧. Cloud.
୨. ମୁସ୍ତକ; ମୁଥା (ଏହାର ରସ ବୈଦ୍ୟଶାସ୍ତ୍ରରେ ଅନୁପାନ ରୂପେ ବ୍ୟବହୃତ ହୁଏ ବୋଲି) —୨. A Fragrant bulbuous root of grass (often used as a vehicle in Indian medicines).
୩. କର୍ପୂର (ହିନ୍ଦୀ - ଶବ୍ଦସାଗର) — ୩. Camphor.

ବିଶେଷଣ -

[ସମ୍ପାଦନା]

ଜଳଦାନକାରୀ — Giving water.