ଜଳଦାନ
ଦେଖଣା
ଜଳଦାନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳୃଦାନ)
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିକୁ ପିଇବାକୁ ଜଳ ଦେବା —୧. Giving of Water to another to drink.
- ୨. ଜଳତର୍ପଣ — ୨. Libation of water to one's deceased ancestors.
ପିତୃଦେବତାଙ୍କ ସେ ଜଳଦାନ ଦେଲେ କୃଷ୍ଣସିଂହ. ମହାଭାରତ ବନ
- ୩. ବ୍ରାହ୍ମଣକୁ କୌଣସି ଦ୍ରବ୍ୟ ଦାନ କରିବା ପୂର୍ବରୁ ବ୍ରାହ୍ମଣ ହାତକୁ ଟିକିଏ ଜଳ ଦେବା —୩. The ceremony of giving a little water to the hands of a Bāhmaṇa before handing over a gift.