Jump to content

ଜଳଦି

ଉଇକିଅଭିଧାନ‌ରୁ

ଜଳଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - କ୍ରି.ବିଶେଷଣ - (ଫାରାସୀ - ଜଲ୍ଦୀ)

[ସମ୍ପାଦନା]

ଅତି ଶିଘ୍ର — Very quickly or swiftly; very soon.

ତହୁଁ ଦୁଇ ଭାଇ ଜଲଦି ଜଲଦି ଆଶ୍ରମକୁ ଫେରି ଆସିଲେ ନୀଳକଣ୍ଠ, ପିଲାଙ୍କ ରାମାୟଣ