ଜଳଦ୍ରୋଣୀ
କ୍ଷେତ୍ରାଦି ସେଚନାର୍ଥ ପାଣି ଉଠାଇ ଫୋପାଡ଼ିବାର ଯନ୍ତ୍ର; ଜଳ ସେଚନୀ; ସେଣା; ସୋଢୁଅ — A contrivance or bucket for lifting and throwing water for irrigation purposes.