Jump to content

ଜଳଧାରା

ଉଇକିଅଭିଧାନ‌ରୁ

ଜଳଧାରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଜଳ+ଧାରା)

[ସମ୍ପାଦନା]
୧. ଜଳର ପ୍ରବାହ —୧. Current or stream of water.
୨. ଅବିରାମ ଭାବରେ ତଳକୁ ପଡ଼ୁ ଥିବା ପାଣିର ଧାର — ୨. Continuous dropping of water.
୩. ବୃଷ୍ଠୀଧାରା; ଅସରା —୩. A shower of rain.
୪. ଏକପ୍ରକାର ତପସ୍ୟା, ଯହିଁରେ ତପସ୍ୟା କରିବା ଲୋକ ଉପରେ ଅନ୍ୟଲୋକମାନେ ଅବିରତ ପାଣିର ଧାରା ଢାଳୁ ଥାଆନ୍ତି (ହିନ୍ଦୀ - ଶବ୍ଦସାଗର) —୪. A kind of penance in which water is constantly poured over the practiser.