Jump to content

ଜଳଧି

ଉଇକିଅଭିଧାନ‌ରୁ

ଜଳଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଜଳ+ଧା ଧାତୁ+ଅଧିକରଣ. ଇ) ===

୧. ବାରିଧି; ସାଗର; ସମୁଦ୍ର —୧. The sea; the ocean.
୨. ଶତଲକ୍ଷ କୋଟି ସଂଖ୍ୟା — ୨. One hundred of trillion (number)