Jump to content

ଜଳଧିଜ

ଉଇକିଅଭିଧାନ‌ରୁ

ଜଳଧିଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜଳଧି+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ସମୁଦ୍ରୋଭବ — Born of the ocean.

ବିଶେଷ୍ୟ -

[ସମ୍ପାଦନା]

ଚନ୍ଦ୍ର —The moon.

[ଦ୍ରଷ୍ଟବ୍ୟ —କ୍ଷୀରସମୁଦ୍ରମନ୍ଥନରୁ ଏ ବାହାରିଥିଲେ]