Jump to content

ଜଳନିର୍ଗମ

ଉଇକିଅଭିଧାନ‌ରୁ

ଜଳନିର୍ଗମ

ଉଚ୍ଚାରଣ

[ସମ୍ପାଦନା]

(ଜଳନିର୍ଗମନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ନିର୍ଗମ)

[ସମ୍ପାଦନା]
୧. କୌଣସି ସ୍ଥାନରୁଜଳ ବୋହିଯିବା — ୧. The flowing out of water from a place.
୨. (ବହୁବ୍ରୀହି) ପାଣିମାହାରା —୨. Drain for water.