ଜଳନ୍ତର
ଗଞ୍ଜାମର ଗୋଟିଏ ପ୍ରାଚୀନ ରାଜ୍ୟ — Name of an ancient estate in Ganjam.
[ଦ୍ରଷ୍ଟବ୍ୟ —ଏ ରାଜ୍ୟର ରାଜା କବିସୂର୍ଯ୍ୟଙ୍କର ପୃଷ୍ଠପୋଷକ ଥିଲେ କବିସୂର୍ଯ୍ୟ ତାଙ୍କ କିଶୋରୀଚମ୍ପୁର ଗୀତମାନ ରାଜା ଚାଲୁକେଶଦେବଙ୍କ ନାମରେ ଭଣିତା କରଥିଲେ]