Jump to content

ଜଳନ୍ତା

ଉଇକିଅଭିଧାନ‌ରୁ

ଜଳନ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱଳତ୍)

[ସମ୍ପାଦନା]
୧. ଜଳୁଥିବା — ୧. Burning.

ଜଳନ୍ତା ଅଗ୍ନିପରି ତେଜରେ ପ୍ରଦୀପିତ କୃଷ୍ଣସିଂହ. ମହାଭାରତ. ଆଦି

୨. ଯହିଁରେ ଜଳିଲା ନିଆଁଥାଏ —୨. Having fire burning in it; containing blazing fire.

(ଯଥା—ଜଳନ୍ତା ଚୁଲି)