Jump to content

ଜଳପଥ

ଉଇକିଅଭିଧାନ‌ରୁ

ଜଳପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ପଥ)

[ସମ୍ପାଦନା]
୧. ପାଣି ବୋହିଯିବା ବାଟ — ୧. An outlet for water.
୨. (୭ମୀ ତତ୍;) ନଦୀ ଓ ସମୁଦ୍ର, ଆଦି; ଯେଉଁ ବାଟେ ନୌକାଦ୍ୱାରା ଲୋକେ ଯିବା ଆସିବା କରନ୍ତି — ୨. Water used as passage.