ଜଳପାନ
ଦେଖଣା
ଜଳପାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ପାନ)
[ସମ୍ପାଦନା]ପାଣି ପିଇବା — Drinking of water.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଣି ପିଇବା ପୂର୍ବରୁ ଖିଆଯିବା ଲଘୁ ଖାଦ୍ୟ; ଜଳଖିଆ —୧. Light refreshment; luncheon; breakfast; tiffin.
- ୨. ମିଷ୍ଟାନ୍ନ —୨. Sweetmeat.
କୌଣସି ପେଟବିକଳିଆ ବ୍ରାହ୍ମଣ ଜଳପାନ ମାଗି ବସିଲେ ସାଆନ୍ତେ ତିନିଆଙ୍ଗ ତିଆ ପାଞ୍ଚ ସାତ ପୁଞଜା ଚୂଡ଼ା ଧରି ପତ୍ରକୁ ଫୋଫାଡ଼ି ଦିଅନ୍ତି ଫକୀରମୋହନ. ଚମାଣଆଠଗୁଣ୍ଠ