Jump to content

ଜଳପ୍ରାୟ

ଉଇକିଅଭିଧାନ‌ରୁ

ଜଳପ୍ରାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଜଳ+ପ୍ରାୟ=ପ୍ରଚୁର)

[ସମ୍ପାଦନା]

ଜଳମୟସ୍ଥାନ; ଜଳାଭୂମି — Marshy place; swamp.

ବିଶେଷଣ -

[ସମ୍ପାଦନା]

ଜଳବହୁଳ; ଜଳପୂର୍ଣ୍ଣ —Water logged; over- flowing with water.