ଜଳଫିମ୍ପି
ଦେଖଣା
ଜଳଫିମ୍ପି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଳଫିମ୍ପି; ଡ଼ାହୁକଜାତୀୟ କୂଳେଚର ବର୍ଗର ୧୫୧୬: ଆଙ୍ଗୁଳି ଦୀର୍ଘ ଓ ଡେଙ୍ଗା ଗୋଡ଼ ଥିବା ପକ୍ଷବିଶେଷ; ଜଳକୁକ୍କୁଟ — A small bird living near water; The Jecana or Sora; Mitopidus Indicus (with long spreading toes); the Pheasant j̄acana; Hydrophasianus Chirurgus; the Surgeon bird.
[ଦ୍ରଷ୍ଟବ୍ୟ —ଏମାନେ ପୋଖରୀର ପୀଣିକୂଳରେ ଥାଆନ୍ତି ଓ ଦଳ ଉପରେ ଡେଙ୍ଗା ଗୋଡ଼ରେ ଦଉଡ଼ି ପାରନ୍ତି ଗୋଡ଼ର ଚତରା ପାଦରେ ଲମ୍ୱ ୪ ଗୋଟି ନଖ ଏମାନେ ପି ପି ଶବ୍ଦ କରନ୍ତି; ମୁଣ୍ଡ ଓ ପିଠି କଳା ଓ ଛାତି ଓପେଟ ଧଳା; ଥଣ୍ଟ ଲମ୍ୱ ଓ ଥଣ୍ଟର ଅଗ ବଙ୍କା; ଡ଼େଣା ଛୋଟ, ଲାଞ୍ଜ ଛୋଟ ଓ ଖଇରା]