Jump to content

ଜଳବସ୍ତି

ଉଇକିଅଭିଧାନ‌ରୁ

ଜଳବସ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନାଭି ବୁଡ଼ିବା ଭଳି ପାଣିରେ ବସି ଗୋଡ଼ର ଦୁଇ ବୁଢା ଆଙ୍ଗୁଠି ଭୂମିରେ ଲଗାଇ ଶୂନ୍ୟରେ ଅବସ୍ଥିତ; ଦୁଇ ଗୁଲ୍ଫ ଉପରେ ଗୃହ୍ୟକୁ ଆକୁଞ୍ଚନ ପ୍ରସାରଣ କରିବା (ଏହାକୁ ଉତ୍କଟାସନ ମଧ୍ୟ ବୋଲାଯାଏ) — An exercise consisting of sitting in water while expanding and contracting the anus.