Jump to content

ଜଳବାହ

ଉଇକିଅଭିଧାନ‌ରୁ

ଜଳବାହ

ଉଚ୍ଚାରଣ

[ସମ୍ପାଦନା]

(ଜଳବାହକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଉପପଦ ତତ୍ପୁରୁଷ; ଜଳ+ବହ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ପାଣି ବୁହାଳି; ଯେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପାଣି ନିଏ — Water-carrier.

ବିଶେଷ୍ୟ -

[ସମ୍ପାଦନା]

ମେଘ —Cloud.