Jump to content

ଜଳବାୟୁ ପରିବର୍ତ୍ତନ

ଉଇକିଅଭିଧାନ‌ରୁ

ଜଳବାୟୁ ପରିବର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବ୍ୟବହାର)

[ସମ୍ପାଦନା]

ଏକ ସ୍ଥାନର ଜଳବାୟୁଦ୍ୱାରା ଶରୀରର ସ୍ୱାସ୍ଥ ନଷ୍ଟ ହେଲେ ସ୍ୱାସ୍ଥ୍ୟପରିବର୍ତ୍ତନ ପାଇଁ ଉକ୍ତ ସ୍ଥାନରୁ ଅନ୍ୟ ସ୍ଥାନକୁ ବାସପରିବର୍ତ୍ତନ — Change of climate; change of residence for the improvement of one's health.