Jump to content

ଜଳବିନ୍ଦୁ

ଉଇକିଅଭିଧାନ‌ରୁ

ଜଳବିନ୍ଦୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ବିନ୍ଦୁ)

[ସମ୍ପାଦନା]
୧. ପାଣିର ଟୋପା —୧. Drop of water.
୨. ପାଣିର ଶୀକର —୨. Fine drops of water; sprays of water.