Jump to content

ଜଳବିପୃଷ

ଉଇକିଅଭିଧାନ‌ରୁ

ଜଳବିପୃଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳ+ବିପ୍ରୁଷ୍=ଜଳବିନ୍ଦୁ)

[ସମ୍ପାଦନା]

ଜଳବିନ୍ଦୁ —Drop of water.

ବିମଳିନ ନୀଳୋତ୍ପଳେ ଜଳ ବିପୃଷ କି ପଡ଼ିବାରେ ଢଳଢଳ ଭଞ୍ଜ. ବୈଦହୀଶବିଳାଶ