ଜଳମଧୂକ
ଦେଖଣା
ଜଳମଧୂକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜଳାଶୟ ନିକଟରେ ଜନ୍ମିବା ଏକପ୍ରକାର ମହୁଆ ଗଛ —A kind of Mahuāa tree growing near water.
[ଦ୍ରଷ୍ଟବ୍ୟ —ଏ ବୃକ୍ଷ ଦକ୍ଷିଣଭାରତର କୋଙ୍କଳ ଅଞ୍ଚଳରେ ଜନ୍ମେ ଏହାର ପତ୍ର ମହୁଆ ପତ୍ର ଠାରୁ ବଡ଼ ଓ ଫୁଲ ସାନ ବୈଦଶାସ୍ତ୍ର ମତରେ ଏହା ଶୀତଳ, ବ୍ରଣନାଶକ, ବଳବୀର୍ଯ୍ୟବର୍ଦ୍ଧକ, ରସାୟନ ଓ ବମନ ନିବାରକ,—ହିନ୍ଦୀ - ଶବ୍ଦସାଗର]